
ପୋଲସରା (ସମୃଦ୍ଧ ଓଡିଶା) ବୁଗୁଡା ବ୍ଲକ ଅନ୍ତର୍ଗତ ବାଦୁଆ ଗ୍ରାମର ଅନିଲି କୁମାରୀ ସାହୁ ସାପ କାମୁଡି ମୃତ୍ୟୁ ବରଣ କରିଛନ୍ତି । ଆଜି ଓଡିଶା ସରକାରଙ୍କ ତରଫରୁ ମୃତ୍ୟୁ ବରଣ କରିଥିବା ଅନିଲି କୁମାରୀ ସାହୁଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଚେକ ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଉପସ୍ଥିତିରେ ପ୍ରଦାନ କରାଯାଇଛି ଏବଂ ବୁଗୁଡା ତହସିଲଦାର,ବୁଗୁଡା ବ୍ଲକ ଅଧକ୍ଷା ପ୍ରତିନିଧି, ଏନଏସି ପୂର୍ବତନ ଉପାଦକ୍ଷ, ନଗର ସଭାପତି ଉପସ୍ଥିତ ଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା