
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲାରେ ଜିଲ୍ଲାପାଳଙ୍କ ନିୟମକୁ ମାନି ଦୁର୍ଗାପୂଜା ପାଳନ କରାଯାଇଛି । ସେହିପରି ସୁବାରାଓ ଛକଠାରେ ବିନା ଭକ୍ତରେ ଏକ ଘରେ ଛୋଟ ଦୁର୍ଗା ମୂର୍ତ୍ତି ରଖି ସୁରକ୍ଷିତ ଓ ସମଦୁରତା ରକ୍ଷା କରି ଦୁର୍ଗା ପୂଜା କରାଯାଇଥିବା ଦେଖିବାକୁ ମିଳିଥିଲା । ମା’ଙ୍କ ନିତି କାନ୍ତି ରୁପେ ପୂଜା ଅର୍ଚ୍ଚନା କରିଥିଲେ । ଏଥିରେ ପୂଜା କମିଟିର ସଭାପତି ଶରତ ଚନ୍ଦ୍ର ପାଢୀ, ନୁନୁ ପଟ୍ଟନାୟକ, ଶ୍ରୀନୁ ଆନା, ବୁନୁ ପଟ୍ଟନାୟକ, କର୍ମକର୍ତ୍ତା ଉପସ୍ଥିତ ରହି ଦଶହରା ପର୍ବ କୋଭିଡ କଟକଣାକୁ ମାନି ପାଳନ କରାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା