

କୋଲକତା (ସମୃଦ୍ଧ ଓଡିଶା) କୋଲକତା ହାୱଡା ଶଙ୍କରାଇରେ ସଡକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ୫ଜଣ ଓଡିଆ ଯୁବକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଯୁବକମାନେ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଅଂଚଳରୁ କାର ଯୋଗେ କୋଲକତା ଯାଇଥିଲେ । ଭୋଜି ଖାଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।