ଜଳେଶ୍ୱର (ସମୃଦ୍ଧ ଓଡିଶା) ନଛିମପୁୁର ଗ୍ରାମର କତିପୟ ରେସନ ହିତାଧିକାରୀ, ଯୋଗାଣ ବିଭାଗ ଅଧିକାରୀ, ବ୍ଲକ ଉପାଧ୍ୟକ୍ଷଙ୍କୁ ନେଇ ରେସନକାର୍ଡ ସମ୍ବନ୍ଧୀୟ ମାମଲାରେ ବିଜେପିି ପକ୍ଷରୁ ଆସନ୍ତା ୨୮ ତାରିଖରେ ବ୍ଲକ ଘେରାଓ ଓ ବିକ୍ଷୋଭ ହେବ ବୋଲି ଆଜି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଜଣାଇଛନ୍ତି । ଏଥିନେଇ ଥାନାରେ ୩ଟି ମାମଲା ହୋଇଛି । ବିଡିଓ ଏଭଳି ଅଭିଯୋଗର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ପକ୍ଷରରୁ ମଣ୍ଡଳ ସଭାପତିି ତପନ କୁୁମାର ବିଶ୍ୱାଳ, ଅରୁଣ କୁମାର ଜେନା, ଦେବୁ କୁମାର ଦତ୍ତ, ଅରୁଣ କୁମାର ବେଜ, ଶାନ୍ତନୁୁ ପଟ୍ଟନାୟକ, ସମୀର ପାତ୍ର, ଫାଲଗୁନୀ ପାଣିିଗ୍ରାହୀ, ସାବିତ୍ରୀ ଜେନା ପ୍ରମୁଖ ବିଡିଓଙ୍କ ଉଦ୍ଦେଶ୍ୟରେ ମୁଖ୍ୟ ସହାୟୀତା କାଦମ୍ବିନୀ ସିଂଙ୍କୁ ପ୍ରଦାନ କରାଯାଇଛି ।
ରିପୋର୍ଟ : ଭୂପତି ପରିଡା