

ଶେରଗଡ଼ (ସମୃଦ୍ଧ ଓଡିଶା) କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକଡାଉନ ଜାରୀ କରାଯାଇଥିବା ବେଳେ ବିଭିନ୍ନ ଦେଶରୁ ଶ୍ରମିକମାନେ ନିଜ ନିଜ ଘରକୁ ଫେରୁଥିବା ବେଳେ ସେମାନଙ୍କୁ ସଂଘରୋଧ କେନ୍ଦ୍ରରେ ରଖାଯାଇଛି । ତେଣୁ ଆସନ୍ତାକାଲି ପବିତ୍ର ସାବିତ୍ରୀ ଅମାବାସ୍ୟା ବ୍ରତ ଥିବା ଯୋଗୁଁ ପ୍ରାୟ ୨୦ ଜଣ ମହିଳା ମାନଙ୍କୁ ଅମାବାସ୍ୟା ଭାର ଡେଙ୍ଗାପଦର ସରପଞ୍ଚ ରାମକୃଷ୍ଣ ପୋଲାଇ ପ୍ରଦାନ କରିଥିବା ଜଣାପଡିଛି ।
ରିପୋର୍ଟ : ବିପ୍ଳବ ସେଠି