
କଟକ (ସମୃଦ୍ଧ ଓଡିଶା) ଆଜି ବିପ୍ଲବୀ ଛାତ୍ର ନେତା ତଥା ଯୁବ ଆଇନଜିବୀ ସ୍ୱର୍ଗତ ରାଧା ମାଧବ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ରାଧା ମାଧବ ଦାସ ସ୍ମୁତି କମିଟି ଆନୁକୂଲ୍ୟରେ ଦୟାଶ୍ରମ କଟକ ଠାରେ ଅନ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା । ଏଥିରେ ସ୍ମୃତିରଞ୍ଜନ ଦାସ, ମନୋଜ ମହାନ୍ତି, ଆକିବ ଅହମଦ, ଲୋକନାଥ ସେଠି, ରମେଶ ସେଠି, ରୋହିତ ନାୟକ, ଜିତୁ ନାୟକ, ଦେବାଶିଷ ବେହେରା, ଆକାଶ ପରିଡା, ଗୌତମ ପରିଡା, ସିବୁ ସିଂ, ଅବିନାସ, ଅମର ମହାନ୍ତିଙ୍କ ସମେତ ବହୁତ ଆଇନଜୀବୀ ଓ ଛାତ୍ରମାନେ ଉପସ୍ଥିତ ଥିଲେ ।
ରିପୋର୍ଟ : ଅକ୍ଷୟ ପଟ୍ଟନାୟକ