

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଆନ୍ତର୍ଜାତିକ ଯୋଗ ଦିବସରେ ଗୋଷଣିନୁଆଗାଁ ସ୍ଥିତ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର ବିଦ୍ୟାଳୟରେ ଯୋଗଦିବସ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯୋଗଦେଇ ଏହି ଦିବସକୁ ସୂଚାରୁ ରୂପେ ପାଳନ କରିଥିଲେ ।
ରିପୋର୍ଟ : ସୁମୀତ୍ କୁମାର ପଟ୍ଟନାୟକ