


ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଓଡ଼ିଶାର ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ନିଯୁକ୍ତ କରା ଯାଇଥିବାରୁ ଆଜି ଛତ୍ରପୁର ବିଜେପି କର୍ମୀମାନେ ଭୁବନେଶ୍ୱରସ୍ଥିତ ବିଶ୍ୱଭୂଷଣଙ୍କ ବାସଭବନରେ ସାକ୍ଷାତ କରି ଫୁଲଗୁଛ ଓ ଉପଢୌକନ ଦେଇ ଅଭିନନ୍ଦନ ଜଣାଇଛନ୍ତି । ଏଥିରେ ଛତ୍ରପୁର ମଣ୍ଡଳ ସଭାପତି ପ୍ରଦୀପ କୁମାର ପାଢ଼ୀ, ଲକ୍ଷ୍ମୀନାରାୟଣ ପଣ୍ଡା,ସନ୍ତୋଷ କୁମାର ସାହୁ , ଚି .ଉଦୟ ,ଆଡ଼ଭୋକେଟ ଶିବ ପ୍ରସାଦ ସାହୁ ,ଇ ପ୍ରମୋଦ କୁମାର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା ଓ ଅକ୍ଷୟ କୁମାର ବାରିକ

