




ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଆଜି ଅପରାହ୍ନରେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ବିମାନ ଯୋଗେ ବିଜୟୱାଡାରୁ ଆସି ଏଠାରେ ବିଜୁପଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲେ । ସେଠାରୁ ସେ ଜଗତସିଂହପୂର ଜିଲ୍ଲା ତେନ୍ତୁଳିପଡ଼ା ଗ୍ରାମରେ ଆଦିକବି ସାରଳାଦାସଙ୍କ ସ୍ମୁତି କମିଟି ପକ୍ଷରୁ ଅନୁଷ୍ଠିତ ସ୍ମୃତି ସଭାରେ ମୂଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ।

Report : SUDHIR PATNAIK