

ଛତ୍ରପୁର (ସମୃଦ୍ଧ ଓଡିଶା) ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଆସ୍କା ପୋଲିସ ଦ୍ୱାରା ଗତକାଲି କାଳଷଣ୍ଢପୁର, କର୍ଣ୍ଣଲି, ଖଣ୍ଡ ଦେଉଳି, ନଳବଣ୍ଟା, ଜୟପୁର, କୋଦଳା, ମେଣ୍ଟାପଡା ଆଦି ଗ୍ରାମରେ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା ବୋଲି ଆସ୍କା ଥାନା ଭାରପ୍ରାପ୍ତ ଅଧିକାରୀ ସୂଚନା ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା