

ଆସ୍କା( ସମୃଦ୍ଧ ଓଡିଶା) ଆସ୍କା ବ୍ଲକ ଅନ୍ତର୍ଗତ ମାମୁଁଡ଼ିହ, ଦେବଭୂମି ଠାରେ ଦକ୍ଷିଣାଞ୍ଚଳ ଜିଲ୍ଲା କଂସାରି ଜାତି ଓ ବୃତ୍ତିଭିତ୍ତିକଙ୍କ ତରଫରୁ “ସଚେତନତା ଶିବିର ଓ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ଡ଼ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଯୋଗ ଦେଇଥିଲେ । ଅନ୍ୟାନ୍ୟ ଅତିଥି ଭାବେ ଆସ୍କା ବିଧାୟକ, ଦେବରାଜ ମହାନ୍ତି, ସାନଖେମୁଣ୍ଡି ବିଧାୟକ ଓ ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ ସାମୁଖ୍ୟ ସଭାପତି ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ବ୍ରହ୍ମପୁର ବିଡ଼ିଓ ଅଧ୍ୟକ୍ଷଙ୍କ ସମେତ କଂସାରି ସମାଜର ସଭାପତି ଓ କର୍ମକର୍ତ୍ତାମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

