ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାର୍ଥୀଙ୍କୁ ପୋଷାକ ବଣ୍ଟନ …

ଢେଙ୍କାନାଳ (ସମୃଦ୍ଧ ଓଡିଶା) ବାପୁଜୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ପ୍ରଧାନ ଶିକ୍ଷୟତ୍ରୀ ନିର୍ମଳା ଆଚାର୍ଯ୍ୟଙ୍କ ଅଧ୍ୟକ୍ଷରେ ୧୨୪ ଜଣ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦେବେନ୍ଦ୍ର ସିଂହ ପୋଷାକ ବଣ୍ଟନ କରିଥିଲେ । ଏଥିରେ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ପ୍ରତିମା ସ୍ୱାଇଁ, କଲ୍ୟାଣୀ ସାହୁ, ସନ୍ଧ୍ୟାରାଣୀ ମିଶ୍ର, ରଶ୍ମୀରେଖା ପଣ୍ଡା, ପ୍ରଣତି ପତି ସମେତ ଶିକ୍ଷକ ପ୍ରଶାନ୍ତ ସିଂହ ସହଯୋଗ କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି