ଉଦ୍ୟମ ଅଭିଳାଷ ପକ୍ଷରୁ ପାରଳାଖେମୁଣ୍ଡିରେ ସଚେତନତା କର୍ମଶାଳା ଅନୁଷ୍ଠିତ ….

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଉଦ୍ୟମ ଅଭିଳାଷ ପକ୍ଷରୁ ପାରଳାଖେମୁଣ୍ଡିରେ ଉଦ୍ୟୋଗକାରୀଙ୍କ ପାଇଁ ଏକ   ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଏଥିରେ କଂଗ୍ରେସ ନେତା ତିରୁପତି ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କର୍ମଶାଳାରେ ଉପସ୍ଥିତ ଉଦ୍ୟୋଗକାରୀମାନଙ୍କୁ ବିଭିନ୍ନ ଶିଳ୍ପାୟନ ଓ ଆତ୍ମନିର୍ଭରଶୀଳ ପାଇଁ ଉଦ୍ୟୋଗୀକରଣ ସମ୍ପର୍କରେ ଯୁବ ଛାତ୍ର ଓ ବ୍ୟବସାୟୀମାନଙ୍କୁ ସଚେତନ କରାଇଥିଲେ ।