
ପଦ୍ମପୁର (ସମୃଦ୍ଧ ଓଡିଶା) ପଦ୍ମପୁର ସହରର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନାର ସପ୍ତମ ଲକି ଡ୍ର ଉଠାଣ ହୋଇଯାଇଛି । ସପ୍ତମ ଲକି ଡ୍ର’ର ବିଜେତା ହେଉଛନ୍ତି ପଦ୍ମପୁର ସହରର ଏମ୍. ଡି. ରହେନ୍ । ବିଜେତାଙ୍କୁ ଶିବାଶିଷ ପଟ୍ଟନାୟକ ୫୦ ହଜାର ଟଙ୍କାର ଉପହାର କୁପନ ପ୍ରଦାନ କରିଛନ୍ତି । ଏହି ଉଠାଣ କାର୍ଯ୍ୟକ୍ରମରେ ଅବନୀ ମୋହନ ବହିଦାର, ମକରଧ୍ୱଜ ପଟେଲ, ପରମେଶ୍ୱର ନାଗ, ସନ୍ଦୀପ ବାରିକ, ରସପାଲ ସିଂ ଦୋରା ଓ ସୁଶୀଲ ବେହେରା ତଥା ଯୋଜନାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।
ରିପୋର୍ଟ – ନିରୋଜ କୁମାର ପାଣୀ