ଉପରାଷ୍ଟ୍ରପତିଙ୍କ ଦ୍ୱାରା ଆହୂତ ନୈଶ ଭୋଜିରେ ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ…

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା)ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରପତି ଭବନରେ ଏହିବର୍ଷର ରାଜ୍ୟପାଳ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।ଏଥିରେ ସମସ୍ତ ରାଜ୍ୟର ରାଜ୍ୟପାଳମାନେ ଯୋଗଦେଇଥିଲେ ।ଏହି ଅବସରରେ ଉପରାଷ୍ଟ୍ରପତି ତାଙ୍କ ବାସଭବନରେ ଏକ ନୈଶ ଭୋଜିର ଆୟୋଜନ କରିଥିଲେ । ଆଜି ମଧ୍ୟାହ୍ନରେ ଅନୁଷ୍ଠିତ ଏହି ନୈଶ ଭୋଜିରେ ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଯୋଗଦେଇଥିଲେ । ଉପରାଷ୍ଟ୍ରପତି ଭେଙ୍କୟାନାଇଡ଼ୁ ଙ୍କ ରାଜ୍ୟର ରାଜ୍ୟପାଳ ଯୋଗୁଁ ବିଶ୍ୱଭୂଷଣଙ୍କ ଯୋଗଦାନ ବେଶ ଖୁସି ପ୍ରଦାନ କରିଥିଲା ।