

ମୁମ୍ବାଇ(ସମୃଦ୍ଧଓଡିଶା)ଏବେ ଏବେ ମୁମ୍ବାଇରେ ବିମାନ ଦୁର୍ଘଟଣା ଘଟିଥିବା ଖବର ହସ୍ତଗତ ହୋଇଛି I ବିମାନଟି ବିଶାଖାପାଟଣାରୁ ବାହାରି ମୁମ୍ବାଇ ଆସି ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଲଣ୍ଡିଇଙ୍ଗ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ବିମାନରେ ଥିଲେ ୬ ପାସେଞ୍ଜରଙ୍କ ସହ ୨ କ୍ରିଉ ମେମ୍ବର । କେହି ବି ମୃତାହତ ହୋଇ ନ ଥିବା ସୂଚନା ମିଳିଛି ।
ରିପୋର୍ଟ : ପ୍ରଭାତ କୁମାର ବେହେରା

