
ଅଭିନେତା ରବିତେଜା ସାନମାନିତା

ବିଶାଖାପାଟଣା-ଓଡ଼ିଆପୁଅ ଆନ୍ଧ୍ରପ୍ରଦେଶ ରେ ଅଭିନୟ କ୍ଷେତ୍ରରେ ବହୁତ ସୁନାମ ଅର୍ଜନ କରିଛନ୍ତି । ତେଲୁଗୁ ଭାଷା ରେ ପାଖାପାଖି 35ଗୋଟି ସିନେମା କରିଥିବାବେଳେ ଅଧିକାଂଶ ତେଲୁଗୁ ସିରିଆଲ ରେ ଅଭିନୟ କରିଛନ୍ତି । ସେ ନିଜେ ମଧ୍ୟ ନିଜନୀର୍ଧେସନ ରେ ଅନେକ ସିରିଆଲ ଓ ସିନେମା କରିଛନ୍ତି । ଆନ୍ଧ୍ରାରାଜ୍ୟ ରେ ରବିତେଜା ବେସ ଜଣେ ଜଣାଶୁଣା ଲୋକପ୍ରିୟ କଳାକାର ତଥା ଅଭିନେତା ହିସାବରେ ପରିଚିତ । ତାଙ୍କ ଘର ପାରଳାଖେମୁଣ୍ଡି ହୋଇଥିଲେ ମଧ୍ୟ ସେ ବିଶାଖାପାଟଣା ରେ ଅନେକ ବର୍ଷ ଧରି ଅଭିନୟ ଜଗତ କୁ ତ୍ୱରାନ୍ୱିତ କରି ଆସୁଛନ୍ତି, ହେଲେ ଓଡ଼ିଆ ସେରିଆଲ ରେ ତାଙ୍କୁ ଥ୍ରେଅଧେ ଅଭିନୟ କରିବାକୁ ସୁଯୋଗ ମିଳିଥିଲା କିନ୍ତୁ ଗୋଡ଼ଟଣା ନୀତି ଯୋଗୁ ଓଡ଼ିଆ ସିନେମା ଜଗତରେ ସେ ପାଦଥାପିବାପାଇଁ ସମର୍ଥ ହୋଇପାରିନାହାନ୍ତି ତଥାପି ଆନ୍ଧ୍ର ତାଙ୍କୁ ଭୁଲିପାରୁ ନାହିଁ । ବିଭିନ ସ୍ଥାନ ରେ ସେ ସାନମାନିତା ହୁଅନ୍ତି । ଠିକ ସେହିପରି ଗତକାଲି ଏକାନୁଷ୍ଠାନ ତାଙ୍କୁ ବିଭିନ୍ନ ଉପଢ଼ୌକନ ଦେଇ ବହୁ ଆଡମ୍ବନରେ ସାନମାନିତା କରିଚି । ଦେଖନ୍ତୁ ଫୋଟୋରେ ଫୋଟୋରେ…
