

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ବ୍ରହ୍ମପୁରରେ ଓଡିଶା ରାଜ୍ୟ ଶୌଣ୍ଡିକ ସମାଜ ତରଫରୁ ଗାନ୍ଧିନଗର ସ୍ଥିତ ମାଧବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ମହାସମାରୋହରେ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ତାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କରି ଯିବନି ଉପରେ ସ୍ମୃତି ଚାରଣ କରାଯାଇଥିଲା । ମଧୁବାବୁ ଆମର ରହେ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥିଲା । ଏହି ଜୟନ୍ତୀ ଉତ୍ସବରେ ସଭାପତି ପ୍ରଭାକର ସାହୁ, ଲୋକ ସମ୍ପର୍କ ଅଧିକାରୀ ଭିଷ୍ମଆଚାର୍ଯ୍ୟ ଚୌଧୁରୀ, ମହିଳା ସଭାନେତ୍ରୀ ସବିତା ସାହୁକାର, ମମତା ସାହୁ, ପ୍ରଦୀପ ସାହୁ, ବହୁମୁଖୀ ସମାଜ ମଙ୍ଗଳ, ମିଳିତ କ୍ରିୟାନୁଷ୍ଠାନ କମିଟି, ଉତ୍କଳ ସମ୍ମିଳନୀ କର୍ମକର୍ତ୍ତା, ଡ଼ଃ. ନକୁଳ ସାହୁ, ମହମଦ ଆସୟାମ, ଦୀନବନ୍ଧୁ, ଶ୍ରୀ ପଲ୍ଲଭ, ଡ଼ଃ. ସାଗର ରଞ୍ଜନ ତ୍ରିପାଠୀ, ଲକ୍ଷ୍ମୀନାରାୟଣ ରାଉତ, ସୁବାସ ଚନ୍ଦ୍ର ପଟ୍ଟନାୟକ, ହରିହର ନାୟକ, ସଞ୍ଜିବ କୁମାର ପଟ୍ଟନାୟକ, ଟୁଲୁ ମହାରଣା, ଶ୍ୟାମ ସୁନ୍ଦର ଷଡ଼ଙ୍ଗୀ, ମାନସ ରଞ୍ଜନ ପାତ୍ର, ଷୌମିକ ସାହୁ, ସୁଧୀର ରାଉତ, ବିଜୟ ଭାସ୍କର ସାମନ୍ତ, ପ୍ରଦୀପ ବେହେରା, ଟି. ଗୋପୀ ପ୍ରମୁଖ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


