ଭୁବନେଶ୍ୱର (ସମୃଦ୍ଧ ଓଡିଶା) କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ସେଥିରେ ରହିଛି ଆଉ ୫୪ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀଙ୍କ ନାମ । ଏଥିରେ ପ୍ରଥମ ପର୍ଯ୍ୟାୟରେ ଦିଗପହଣ୍ଡି ଆସନରୁ ପ୍ରାର୍ଥୀ କରାଯାଇଥିବା ବିସ୍ମୟ ମହାପାତ୍ରଙ୍କୁ ବଦଳାଇ ତାଙ୍କ ସ୍ଥାନରେ ପ୍ରଫୁଲ୍ଲ ପଣ୍ଡାଙ୍କୁ ଟିକେଟ୍ ଦିଆଯାଇଛି । ଏହାସହ ନବୀନ ନନ୍ଦଙ୍କୁ ଓ ଜଟଣୀରୁ ଦଳର ପୁରୁଖା ନେତା ସୁରେଶ କୁମାର ରାଉତରାୟଙ୍କୁ ଟିକେଟ୍ ଦିଆଯାଇଛି ।
ଜଣାନ୍ତୁ କାହାକୁ କେଉଁଠାରେ ଦିଆଯାଇଛି ଟିକେଟ –
1. ଜଳେଶ୍ୱର- ସୁଦର୍ଶନ ଦାସ
2. ବିଜେପୁର- ରିପୁନାଥ ସେଠ
3. ଭଟଲି- ସରୋଜ ମହାପାତ୍ର
4. ଝାରସୁଗୁଡ଼ା- ମହେନ୍ଦ୍ର ନାଏକ
5. ତଳସରା- ପ୍ରଫୁଲ୍ଲ ମାଝି
6. ସୁନ୍ଦରଗଡ଼- ଅମିତା ବିଶ୍ୱାଳ
7. ରଘୁନାଥପାଲ୍ଲୀ- ପ୍ରଶାନ୍ତ ସେଠୀ
8. ରାଉରକେଲା- ମୁକ୍ତିକାନ୍ତ ବିଶ୍ୱାଳ
9. କୁଚିଣ୍ଡା- ଶୋଭାରାମ ପ୍ରଧାନ
10. ରେଙ୍ଗାଲି- ବାଳକୃଷ୍ଣ ରୋହିଦାସ
11. ସମ୍ବଲପୁର- ଅଶ୍ୱିନୀ କୁମାର ଗୁରୁ
12. ରେଢ଼ାଖୋଲ- ଆସଫ ଅଲ୍ଲୀ ଖାନ୍ଦେ
13. ବଗଡ଼- ଉମାଶଙ୍କର ସାହୁ
14. ଆନନ୍ଦପୁର- ଜୟଦେବ ଜେନା
15. କେନ୍ଦୁଝର- ବିଦ୍ୟାଧର ଦେହୁରୀ
16. କରଞ୍ଜିଆ- ସୁଦାମ ଚରଣ ନାଏକ
17. ନୀଳଗିରି- ମନୋଜ ମଞ୍ଜରୀ ଦେବୀ
18. କୋରେଇ- ବନ୍ଦିତା ପରିଡ଼ା
19. ଢେଙ୍କାନାଳ- ନବୀନ ନନ୍ଦ
20. ପାଲଲହଡା- ସୁବ୍ରତ ଗଡ଼ନାୟକ
21. ତାଳଚେର- ସୁରେଶ ଚନ୍ଦ୍ର ବେହେରା
22. ଅନୁଗୋଳ- ବିପ୍ଳବ ଜେନା
23. ଛେଣ୍ଡିପଦା- ସସ୍ମିତା ବେହେରା
24. ଆଠମଲ୍ଲିକ- ବିଜୟାନନ୍ଦ ଚାଉଳିଆ
25. ସୋନପୁର- ଚିତ୍ତରଞ୍ଜନ ମିଶ୍ର
26. ଲୋଇସିଂହା- ନବ କିଶୋର ନାଏକ
27. ଟିଟିଲାଗଡ଼- ସୁରେନ୍ଦ୍ର ସିଂହ ଭୋଇ
28. କଣ୍ଟାବାଞ୍ଜି- ସନ୍ତୋଷ ସିଂହ ସାଲୁଜା
29. ଉମରକୋଟ- ଯଶୋଦା ରାଣୀ ଗଣ୍ଡ
30. ଜୁନାଗଡ଼- ଅନୀଲ ସିଂହ ଦେଓ
31. ଭବାନୀପାଟଣା- ସାଗର ଚରଣ ଦାସ
32. ନର୍ଲା- ଚିତ୍ତରଞ୍ଜନ ମଣ୍ଡଳ
33. ବାଙ୍କି- ଦେବାଶିଷ ପଟ୍ଟନାୟକ
34. ଆଠଗଡ଼- ଉମାବଲ୍ଲଭ ରଥ
35. କଟକ-ବାରବାଟୀ- ମହମ୍ମଦ ମୋକିମ୍
36. କଟକ ସଦର- ରତ୍ନାକର ବେହେରା
37. କେନ୍ଦ୍ରାପଡ଼ା- ଗଣେଶ୍ୱର ବେହେରା
38. ଆଳି- ଦେବେନ୍ଦ୍ର ଶର୍ମା
39. ରାଜନଗର- ଅଂଶୁମାନ ମହାନ୍ତି
40. ଜଗତସିଂହପୁର- ଚିରଞ୍ଜୀବ ବିଶ୍ୱାଳ
41. କାକଟପୁର- ବିଶ୍ୱଭୂଷଣ ଦାଶ
42. ବ୍ରହ୍ମଗିରି- ଉମାକାନ୍ତ ବରାଳ
43. ସତ୍ୟବାଦୀ- ପ୍ରସାଦ ହରିଚନ୍ଦନ
44. ଏକାମ୍ର ଭୁବନେଶ୍ୱର- ରଶ୍ମୀରେଖା ମହାପାତ୍ର
45. ଜଟଣୀ- ସୁରେଶ କୁମାର ରାଉତରାୟ
46. ରଣପୁର- ଶୁଭଶ୍ରୀ ପଣ୍ଡା
47. ଖଲ୍ଲିକୋଟ- ଭୋକାଲି ସେଠୀ
48. ସୋରଡ଼ା- ସଂଗ୍ରାମ ମହାନ୍ତି
49. ଦିଗପହଣ୍ଡି- ପ୍ରଫୁଲ୍ଲ ପଣ୍ଡା
50. ପାରଳାଖେମୁଣ୍ଡି- କେ. ସୂର୍ଯ୍ୟା ରାଓ
51. ରାୟଗଡ଼ା- ଆପାଲସ୍ୱାମୀ କାଡ୍ରାକା
52. ଲକ୍ଷ୍ମୀପୁର- କୈଳାସ କୁଲେସିକା
53. କୋଟପାଡ଼- ଚନ୍ଦ୍ରଶେଖର ମାଝୀ
54. ଚମ୍ପୁଆ- ଯଦୁମଣି ବାରିକ