କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା:ଜାଣନ୍ତୁ କିଏ କେଉଁଠି କେଉଁ ଟିକଟ ପାଇଛନ୍ତି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) କଂଗ୍ରେସ ୬ଟି ଲୋକସଭା ଏବଂ ୩୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଜାଣନ୍ତୁ କିଏ କେଉଁଠି କେଉଁ ଟିକଟ ପାଇଛନ୍ତି –

  1. ବରଗଡ – ପ୍ରଦୀପ ଦେବତା (ଲୋକସଭା )
  2. ସୁନ୍ଦରଗଡ – ଜର୍ଜ ତିର୍କୀ (ଲୋକସଭା )
  3. କଳାହାଣ୍ଡି – ଭକ୍ତ ଚରଣ ଦାସ (ଲୋକସଭା )
  4. ନବରଙ୍ଗପୁର – ପ୍ରଦୀପ ମାଝି (ଲୋକସଭା )
  5. କନ୍ଧମାଳ – ମନୋଜ କୁମାର ଆଚାର୍ଯ୍ୟ (ଲୋକସଭା )
  6. ବ୍ରହ୍ମପୁରରୁ ଭି. ଚନ୍ଦ୍ରଶେଖର ନାଇଡୁ (ଲୋକସଭା )
  7. ପଦ୍ମପୁର – ସତ୍ୟଭୂଷଣ ସାହୁ (ବିଧାନସଭା)
  8. ବରଗଡ଼ – ନିପନ ଦାସ (ବିଧାନସଭା)
  9. ଅତାବିରା – ନିହାର ମହାନନ୍ଦ (ବିଧାନସଭା)
  10. ବୀରମିତ୍ରପୁର – ରୋହିତ ଜୋସେଫ ତିର୍କି (ବିଧାନସଭା)
  11. ରାଜଗାଙ୍ଗପୁର – ଡା ସି.ଏସ ରଞ୍ଜନ (ବିଧାନସଭା)
  12. ବିରମାହାରାଜପୁର – ବିନୋଦ କୁମାର ପାତ୍ର (ବିଧାନସଭା)
  13. ବଲାଙ୍ଗୀର – ନରସିଂହ ମିଶ୍ର (ବିଧାନସଭା)
  14. ନୂଆପଡ଼ା – ଘାସିରାମ ମାଝୀ (ବିଧାନସଭା)
  15. କରିଆର – ଅଧିରାଜ ପାଣିଗ୍ରାହୀ (ବିଧାନସଭା)
  16. ଝରିଗାଁ – ଉଲଧର ମାଝୀ (ବିଧାନସଭା)
  17. ନବରଙ୍ଗପୁର – ସଦନ ନାୟକ (ବିଧାନସଭା)
  18. ଡାବୁଗାଁରୁ ଭୁଜବଳ ମାଝୀ (ବିଧାନସଭା)
  19. ଲାଞ୍ଜିଗଡ – ଶିବାଜୀ ମାଝୀ (ବିଧାନସଭା)
  20. ଧର୍ମଗଡ – ଦିଗମ୍ବର ଧୁରିଆ (ବିଧାନସଭା)
  21. ବାଲିଗୁଡ଼ା – ଶିମନ ମଲ୍ଲିକ (ବିଧାନସଭା)
  22. ଫୁଲବାଣୀ – କିଶୋର ଚନ୍ଦ୍ର କହଁର (ବିଧାନସଭା)
  23. କଣ୍ଟାମାଳ – ପ୍ରଶାନ୍ତ ସାହୁ (ବିଧାନସଭା)
  24. ଦଶପଲ୍ଲା – ପ୍ରଶାନ୍ତ କୁମାର ନାୟକ (ବିଧାନସଭା)
  25. ଭଞ୍ଜନଗର – ସଞ୍ଜୟ କୁମାର ତ୍ରିପାଠୀ (ବିଧାନସଭା)
  26. ପୋଲସରା – ହରି ଚରଣ ସ୍ୱାଇଁ (ବିଧାନସଭା)
  27. କବିସୁର୍ଯ୍ୟନଗର – ବିଜୟ କୁମାର ସାହୁ (ବିଧାନସଭା)
  28. ଆସିକା – ମନୋଜ କୁମାର ଜେନା (ବିଧାନସଭା)
  29. ସାନଖେମୁଣ୍ଡି – ରମେଶ ଚନ୍ଦ୍ର ଜେନା (ବିଧାନସଭା)
  30. ହିଞ୍ଜିଳି – ରାମକୃଷ୍ଣ ପଣ୍ଡା (ବିଧାନସଭା)
  31. ଗୋପାଳପୁର – ଏସ.ଧର୍ମରାଜ ରେଡ୍ଡୀ (ବିଧାନସଭା)
  32. ବ୍ରହ୍ମପୁର – ଲିଙ୍ଗରାଜ ଚୌଧୁରୀ (ବିଧାନସଭା)
  33. ଦିଗପହଣ୍ଡିରୁ ବିସ୍ମୟ ମହାପାତ୍ର,
  34. ଚିକିଟି – ସୁବାସ ଚନ୍ଦ୍ର ରାଉତ (ବିଧାନସଭା)
  35. ମୋହନା – ଡା ଦାଶରଥୀ ଗମାଙ୍ଗ (ବିଧାନସଭା)
  36. ଗୁଣୁପୁର – ପୁରୁଷୋତ୍ତମ ଗମାଙ୍ଗ (ବିଧାନସଭା)
  37. ବିଷମ କଟକ – ନୀଳମାଧବ ହିକକା (ବିଧାନସଭା)
  38. ଜୟପୁର – ତାରାପ୍ରସାଦ ବାହିନୀପତି (ବିଧାନସଭା)
  39. କୋରାପୁଟ – କୃଷ୍ଣଚନ୍ଦ୍ର କୁଲଦୀପ (ବିଧାନସଭା)
  40. ପଟ୍ଟାଙ୍ଗି – ରାମଚନ୍ଦ୍ର କାଡାମ (ବିଧାନସଭା)
  41. ମାଲକାନଗିରି – ମାଲା ପାଢ଼ୀ (ବିଧାନସଭା)
  42. ଚିତ୍ରକୋଣ୍ଡା – ଲକ୍ଷ୍ମୀପ୍ରିୟା ନାୟକ (ବିଧାନସଭା)

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା