କଇଁଚ ଦିବସ ଉପଲକ୍ଷେ ବାଲିରେ ଚାଲିଛି କଇଁଚ ତିଆରି… Posted on May 22, 2019May 22, 2019 by ସମୃଦ୍ଧ ଓଡିଶା ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆସନ୍ତାକାଲି କଇଁଚ ଦିବସ । ଏହି ଅବସରରେ ଢେଙ୍କାନାଳର ଟାଉନହଲ ସାମ୍ନାରେ ବାଲିରେ ଚାଲିଛି କଇଁଚ ତିଆରି । ଏହି ତିଆରି କାର୍ଯ୍ୟରେ ପ୍ରାୟ ୬ ଜଣ ଶିଳ୍ପୀ ନିୟୋଜିତ ହୋଇଛନ୍ତି । ରିପୋର୍ଟ : ଶୁଭମ କୁମାର ପାଣି Share this:FacebookXLike this:Like Loading... Post navigation ସପ୍ତମ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ରକ୍ତ ଦାନ କଲେ ରକ୍ ଷ୍ଟାର ଡ୍ୟାନ୍ସ୍ ଏକାଡେମୀର ସଦସ୍ୟ…ମୃତ ଗ୍ରାମ୍ୟ କୃଷି କର୍ମଚାରୀଙ୍କୁ ସହାୟତା ପ୍ରଦାନ:ମୃତକଙ୍କ ପରିବାରରୁ ଜଣକୁ ଚାକିରି ଦେବା ପାଇଁ ଦାବି…