
ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ ବ୍ଳକ କଙ୍କଡ଼ାହାଡ଼ ପଞ୍ଚାୟତରେ କରୋନା ପଜଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବାର ଜଣାପଡିଥିବାରୁ ଏହାକୁ ପ୍ରତିହତ କରିବା ପାଇଁ ପୂର୍ବରୁ ୬ଦିନ ଧରି ସଟ୍ ଡାଉନ୍ ଘୋଷଣା କରାଯାଇଥିଲା । କିନ୍ତୁ ଆଜି ଏହାକୁ ପୁଣି କଙ୍କଡ଼ାହାଡ଼ ପଞ୍ଚାୟତର ସରପଞ୍ଚ ହୃଦାନନ୍ଦ ବେହେରା ଆଉ ୩ ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ।
ରିପୋର୍ଟ : ଶୁଭମ ପାଣି
