

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଛତ୍ରପୁର ନିର୍ବାଚନ ମଣ୍ଡଳୀର କଣମଣା ସରପଞ୍ଚ ପ୍ରାର୍ଥୀନୀ ପାଇଁ ସମାଜସେବୀ ତଥା କଂଗ୍ରେସ ନେତା ଭାଗିରଥି ବେହେରାଙ୍କ ପତ୍ନୀ ଶ୍ରୀମତୀ ପ୍ରମିଳା ବେହେରା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବହୁ ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକମାନେ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା