ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନା ସଂକ୍ରମିତ ରୋଗୀଙ୍କୁ ପ୍ରଭୁ ଜଗନ୍ନାଥ ସହାୟ ହୁଅନ୍ତୁ ଏହାର ନିଦାନ ନଥିବା ବେଳେ କେବଳ ସଚେତନତା ଦ୍ୱାରା ରୋଗ ନିରାକରଣ କରାଯାଉଥିବାରୁ ଆଧ୍ୟାତ୍ମୀକ ଆର୍ଶ୍ରୀବାଦ ବିନା ଏହାକୁ ରୋକିବା କଷ୍ଟସାଧ୍ୟ ବୋଲି ଭାରତୀୟ ଜୀବନବିମା ନିଗମର ବରିଷ୍ଟ ଏଜେଣ୍ଟ ଭାଷ୍କର ଚନ୍ଦ୍ର ମିଶ୍ର ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ପିଡିତଙ୍କ ଚିକିତ୍ସା ଓ ସେବା ଲାଗି ପ୍ରଧାନମନ୍ତ୍ରୀ ରିଲିଫପାଣ୍ଠିକୁ ୨ହଜାର, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨ହଜାର ଓ ସମାଜ ରିଲିଫ ପାଣ୍ଠିକୁ ୧ହଜାର ଟଙ୍କା ସହାୟତା କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା