
ଭଞ୍ଜନଗର (ସମୃଦ୍ଧ ଓଡିଶା) ଭଞ୍ଜନଗର ବ୍ଳକ ଅନ୍ତର୍ଗତ କୁଲାଡ଼ ଗ୍ରାମ ପଞ୍ଚାୟତରେ ୨ଜଣ କୋରନା ପଜିଟିଭ ବହାରିବାରୁ ଆଜି ସରପଞ୍ଚ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ କୁଲାଡ଼ ଗ୍ରାମ ପଞ୍ଚାୟତକୁ ଆସନ୍ତା ୬.୭.୨୦ରୁ ୮.୭.୨୦ ତାରିଖ ପର୍ଯ୍ୟନ୍ତ ୪୮ଘଣ୍ଟିଆ ସଟଡାଉନ ଘୋଷଣା କରିଛନ୍ତି । ଏ ନେଇ ସେ ବିଡ଼ିଓ ଅନିଲ କୁମାର ସେଠୀଙ୍କୁ ଚିଠି ନମ୍ବର ୫୯- ୫.୭.୨୦ରେ ଉଲ୍ଲେଖ କରି ସମସ୍ତ ସୂଚନା ପ୍ରଦାନ କରିଛନ୍ତି ।
ରିପୋର୍ଟ : ନିଲୁ ବିଷୋୟୀ
