

ଶେରଗଡ (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶେରଗଡ ବ୍ଲକ ଗସ୍ତ କରି ଶେରଗଡ ମହାତ୍ମା ଗାନ୍ଧୀ ହାଇସ୍କୁଲରେ କରାଯାଇଥିବା କୋଭିଡ଼ ଆଇସୋଲେସନ ୱାର୍ଡକୁ ପରିଦର୍ଶନ କରିଛନ୍ତି । ଏହି ଅବସରରେ ବିଡିଓ ଶମ୍ଭୁ ନାଥ ନଂଦୀ, ତହସିଲଦାର ଦୟାସିନ୍ଧୁ ପରିଡା ଓ ଥାନା ଅଧିକାରୀଙ୍କ ସମେତ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।