

କୋରାପୁଟ (ସମୃଦ୍ଧ ଓଡିଶା) କୋରାପୁଟରେ ଏକାଦଶ ବାଲ୍ ଗଣପତି ପୂଜା ମହୋତ୍ସବ -୨୦୧୯ରେ ବାଲ୍ ଗଣପତି ଗୃଫ୍ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଂଗୀତ ରାତ୍ରି ଏବଂ ଲଡ୍ଡୁ ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଂଗୀତ ରାତ୍ରି ଏବଂ ଲଡ୍ଡୁ ନିଲାମ କାର୍ଯ୍ୟକ୍ରମକୁ ଅଧିକ ରଙ୍ଗା ରଙ୍ଗ କରି ଉପସ୍ଥିତ ଜନସାଧାରଣଙ୍କୁ ଉତ୍ସାହିତ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


