
ଗଜପତି (ସମୃଦ୍ଧ ଓଡିଶା) ଖୋଲା ଖଲୀ ଭାବେ ନିର୍ବାଚନ ଆଚରଣ ବିଧି ଆଇନର ଉଲଘଂନ କରୁଛି ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ପାର୍ଟି । ଜିଲ୍ଲା ପ୍ରଶାସନ ଓ ନିର୍ବାଚନ ଅଧିକାରୀମାନେ ଆଇନକୁ ଆଖି ଠାର ଦେଇ ଚେଇଁ ସୋଇଥିବା ପ୍ରମାଣିତ ହୋଇଛି । ଛୋଟ ଛୋଟପିଲାଙ୍କୁ ନେଇ ପ୍ରଚାର ପତ୍ର ବାଣ୍ଟିବା ଓ ବାଇକ ରାଲି କରିବା ସଙ୍ଗେ ବିଦ୍ୟୁତ ଖୁଣ୍ଟ ଚଡି ପତାକା ଲଗାଇବା ସହ ରାସ୍ତାରେ ପୋଷ୍ଟର ଲଗାଇବା ଭଳି ଦୃଶ୍ୟମାନ ହେଉଛି ।
ରିପୋର୍ଟ : ସୁଜିତ ପ୍ରଧାନ