ଖ୍ରୀଷ୍ଟିୟାନମାନଙ୍କ ସମାଧି ପୀଠରେ ସଫେଇ କାର୍ଯ୍ୟକ୍ରମ…

ବ୍ରହ୍ମପୁର(ନିମାଇଁ ଚରଣ ପଣ୍ଡା)ଗୋପାଳପୁର କଲେଜ ଛକ ନିକଟରେ ଥିବା ଏକ ଖ୍ରୀଷ୍ଟିୟାନମାନଙ୍କ ସମାଧି ପୀଠ ଫାଦରଙ୍କ ନେତୃତ୍ୱରେ ସଫେଇ କାର୍ଯକ୍ରମ କରାଯାଉଛି । ସ୍ଵଛ ଭାରତ କାର୍ଯ୍ୟକ୍ରମର ଏହା ହେଉଛି ଏକ ଉଦାହରଣ।    ଏକ ସଫେଇ କାର୍ଯ୍ୟକ୍ରମରେ ଯେଉଁମାନେ ଭବିଷ୍ୟତରେ ସିଷ୍ଟର ହେବାକୁ ଯାଉଛନ୍ତି ଓ ବର୍ତ୍ତମାନ ହୋଇସ।ରିଛନ୍ତି ସେମାନେ ନିଜପିତୃଲୋକର  ସମାଧିକୁ ସ୍ଵଛ ରଖିଲେ  ନଭେମ୍ବର ମାସରେ ହେବାକୁ ଥିବା ଏକ ଖ୍ରୀଷ୍ଟିୟାନ ପରବରେ ସେମାନଙ୍କୁ ପ୍ରସଂଶିତ କରାଯିବ ଆଉମଧ୍ୟ ପରିବେଶ ସୁରକ୍ଷା ବ୍ୟବସ୍ଥାକୁ ସ୍ଵଛ  ରଖିବା କର୍ତ୍ତବ୍ୟ ବୋଲି ଏହି କମିଟିର ଅଧ୍ୟକ୍ଷ ଫାଦର ଜଲ୍ଲି ଜଣାଇଥିଲେ ବୋଲି ଆମ ପ୍ରତିନିଧି ଜଣାଇଛନ୍ତି ।


ଗୋପାଳପୁର କଲେଜ ଛକ ନିକଟରେ ଥିବା ଖ୍ରୀଷ୍ଟିୟାନମାନଙ୍କ ସମାଧି ପୀଠ