ଗଞ୍ଜାମଜିଲ୍ଲା ବକ୍ସିଙ୍ଗ ଖେଳାଳିଙ୍କ ପୁନେ ଗସ୍ତ : ଜାତୀୟ ପ୍ରତିଯୋଗିତାରେ ଯୋଗ ଦେବେ …

ବ୍ରହ୍ମପୁର (ନିମାଇଁ ଚରଣ ପଣ୍ଡା) ଆସନ୍ତା ୨୭ ତାରିଖରେ ପୁନେରେ ହେବାକୁ ଥିବା ଜାତୀୟ ବକ୍ସିଙ୍ଗ ପ୍ରତିଯୋଗିତାରେ ଗଞ୍ଜାମ  ଜିଲ୍ଲା ବକ୍ସିଙ୍ଗ ଖେଳାଳିମାନେ ଅଂଶ ଗ୍ରହଣ କରିବାକୁ ପୁନେ ଗ୍ରସ୍ତ କରିଛନ୍ତି । ଏହି ପ୍ରତିଯୋଗିତା ୨୭ ରୁ ଆରମ୍ଭ ହୋଇ ୨ରେ ସାରିବ । ବକ୍ସର ଶୁଭଂ ଚୌଧୁରୀ, କୋଚ୍ ବି.ବାବୁଲା ରାଓ, କୃଷ୍ଣ ମହାରଣା, ଶିବରାମ ପତ୍ର, ପ୍ରଭାକର ରାଓ, ଅଶୋକ ସାହୁ, ଶରତ ମହାପାତ୍ର, ଲଡୁକିଶୋର ସାହୁ, ଅରକ୍ଷିତ ପାଣିଗ୍ରାହୀ, କୁନା ସାହୁ ପ୍ରମୁଖ ବିଶିଷ୍ଟ ବକ୍ସିଙ୍ଗ ଖେଳାଳିମାନେ ପୁନେ ଗ୍ରସ୍ତ କରିଥିବା ଜଣାପଡିଛି ।