ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲା ଭାରେ।ତ୍ତେ।ଳନ ସଂଘ ପକ୍ଷରୁ ସ୍ଥାନୀୟ ନବୀନ ଭବନଠାରେ ଜିଲା ସଭାପତି ତଥା ରାଜ୍ୟ ଉପସଭାପତି କୁମୁଦ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେ।ଇଯାଇଛି । ବୈଠକରେ କ୍ରୀଡ଼ାର ବିକାଶ ଏବଂ କ୍ରୀଡ଼ାକୁ ଅ।ନ୍ତର୍ଜାତିକ କ୍ଷେତ୍ରରେ ପରିଚିତ କରାଇବା ଦିଗରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ଦାୟିତ୍ୱ ଗ୍ରହଣ କରିଥିବା ଏବଂ କ୍ରୀଡ଼ା ମନ୍ତ୍ରୀ ଭାବେ ଦାୟିତ୍ୱ ଦେଇଥିବା ତୁଷାରକାନ୍ତି ବେହେରାଙ୍କୁ ସଂଗଠନ ପକ୍ଷରୁ ଅଭିନନ୍ଦନ ଜଣାଇବା ସହିତ ଭାରେ।ତ୍ତେ।ଳନ କ୍ଷେତ୍ରରେ ଗଞ୍ଜାମ ଜିଲା ରାଜ୍ୟରେ ଏନ୍ତୁଡ଼ିଶାଳ ଭାବେ ପରିଚିତ ଥିବା ଏବଂ ଏହି ଜିଲାରୁ ବହୁ ଖେଳାଳୀ ଅ।ନ୍ତର୍ଜାତିକ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଯେ।ଗୁଁ ଜିଲାରେ ଭାରେ।ତ୍ତେ।ଳନ ସଂଗଠନକୁ କ୍ରିୟାଶୀଳ କରିବା ଏବଂ ଭିତ୍ତିଭୂମି ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନେବେ ବେ।ଲି ମୁଖ୍ୟମନ୍ତ୍ରୀ ଓ କ୍ରୀଡ଼ାମନ୍ତ୍ରୀଙ୍କ ଦୃଷ୍ଟି ଅ।କର୍ଷଣ କରାଯିବା ନିମନ୍ତେ ନିଷ୍ପତ୍ତି ନିଅ।ଯାଇଥିଲା । ଅ।ଗାମୀ ଦିନରେ ସର୍ବଭାରତୀୟ ପ୍ରତିଯେଗିତା ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ବୈଠକରେ ଅ।ଲେ।ଚନା ହେ।ଇଥିଲା । ଏଥିସହ ଗଞ୍ଜାମ ଜିଲାରୁ ନିର୍ବାଚିତ ହେ।ଇଥିବା ବ୍ରହ୍ମପୁର ଓ ଅ।ସିକା ସାଂସଦ ଓ ନବ ନିର୍ବାଚିତ ୧୩ ଜଣ ବିଧାୟକଙ୍କୁ ସଂଘ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା । ରାଜ୍ୟ ସଂଘର ସାଧାରଣ ସମ୍ପାଦକ ନାରାୟଣ ସାହୁ, ଜିଲା ସମ୍ପାଦକ ଗାଗାରିନ ନାୟକ, ଜିଲା କାଯର୍ୟକାରୀ ସଭାପତି ସଚ୍ଚିଦାନନ୍ଦ ଦାଶ, ସଂଘର ଉପଦେଷ୍ଟା ରବି ରଥ ପ୍ରମୁଖ ମଞ୍ଚାସୀନ ଥିଲେ । ବୈଠକରେ ରମେଶ ପାଢ଼ୀ, ଭାସ୍କର ମହାନ୍ତି, ପ୍ରଦୀପ ସାହାଣୀ, ଏସ. ରାମାରାଓ, ରେଫରୀ ସୀତା ପ୍ରସାଦ ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ବେହେରା, ମନେ ।ରଞ୍ଜନ ଦଳାଇ, ପ୍ରଦୀପ କୁମାର ସାହୁ, ରମେଶ ସାହୁ, କେ. କୁର୍ମା ରାଓ, ତ୍ରିପତି ବେହେରା, ପିଣ୍ଟୁ ମହାପାତ୍ର, ବିଷ୍ଣୁପ୍ରିୟା ନାୟକ, ରମେଶ ଚନ୍ଦ୍ର ପାଢ଼ୀ, ଦିଲ୍ଲୀପ ବେହେରା, ଅଭିମନ୍ୟୁ ଦଳାଇ, କୁରା ଦାଶ, ଅର୍ଜୁନ ଦାଶ, ଜଗନ୍ନାଥ ଦାଶ, ରାଜେନ୍ଦ୍ର ମହାପାତ୍ର, ଯଜ୍ଞ ନାରାୟଣ ନନ୍ଦ, ଉଦୟ ନାଥ ସେଠୀ, ନକୁଳ ସାହୁ, କାମେଶ୍ୱର ନାୟକ, ବଳିଅ। ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।