Bhubaneswar ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ପୁରୀରେ ରନ୍ଧା ଖାଦ୍ୟ ପ୍ରଦାନ… ସମୃଦ୍ଧ ଓଡିଶା May 12, 2019 1 min read Share this:FacebookX ପୁରୀ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ପୁରୀରେ ଫନି ବାତ୍ୟାରେ ପ୍ରଭାବିତ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ଦିନକୁ ୧୦୦୦ ଲୋକଙ୍କୁ ମାଗଣାରେ ଦିଆଯାଉଛି । ଏହି ରନ୍ଧା ଖାଦ୍ୟ ପୁରୀର ବାସେଲି ସାହିରେ କରୁଣା ରନ୍ଧା ଖାଦ୍ୟ ବିତରଣ କେନ୍ଦ୍ରରେ ଦିଆଯାଉଅଛି । ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା Like this:Like Loading... Continue Reading Previous: ‘ଫନି’ ବାତ୍ୟାରେ ବିଶେଷ ପ୍ରଭାବିତ ହୋଇଥିବା ଲୋକଙ୍କ ପାଇଁ ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ୨ଲକ୍ଷ ଟଙ୍କାର ଚେକ ପ୍ରଦାନ…Next: ଏକ ବଡ଼ ଧରଣର ସଡକ ଦୁର୍ଘଟଣା:୧୫ ଜଣ ମୃତ୍ୟୁ, ଅନେକ ଆହତ… Related Stories 1 min read Bhubaneswar National Top News ଭାରତୀୟତାର ପରିଚୟକୁ ଅକ୍ଷୁଣ୍ଣ ରଖିବା ପାଇଁ ସଭିଏଁ ଏକାଠି ଲଢିବା : ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ସମୃଦ୍ଧ ଓଡିଶା December 19, 2024 2 min read Bhubaneswar Current Topic Entertainment Second Pravasi Nrutya Sangam Held at Guru Kelucharan Mohapatra Odissi Research Centre ସମୃଦ୍ଧ ଓଡିଶା December 19, 2024 1 min read Bhubaneswar Entertainment Top News ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ “ଦ୍ୱିତୀୟ ପ୍ରବାସୀ ନୃତ୍ୟ ସଙ୍ଗମ” କାର୍ଯ୍ୟକ୍ରମ ଅନୁଷ୍ଠିତ ସମୃଦ୍ଧ ଓଡିଶା December 19, 2024