ଗତକାଲି ରାତିରେ ବ୍ରହ୍ମପୁର ଫୂଡିସ ରେସଟୁରେଣ୍ଟରେ ଅଗ୍ନିକାଣ୍ଡ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର କାମାପଲ୍ଲୀ ବ୍ରିଡ଼ଜି ନିକଟରେ ଥିବା ଫୂଡିସ ରେସଟୁରେଣ୍ଟରେ ଅଗ୍ନିକାଣ୍ଡ ଘଟି ସହରକୁ ଆତଙ୍କିତ କରିଦେଇଛି । କ୍ଷୟକ୍ଷତିର ପରିମାଣ ସଠିକ ଜଣା ପଡ଼ିନଥିଲେ ମଧ୍ୟ ବାରମ୍ବାର କାମାପଲ୍ଲୀ ଅଂଚଳରେ ଅଗ୍ନିକାଣ୍ଡ ଘଟିଥିବାରୁ ଲୋକେ ଆତଙ୍କିତ ହେଉଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା