

ଭଞ୍ଜନଗର/ଗାଙ୍ଗପୁର (ସମୃଦ୍ଧ ଓଡିଶା) କୋରନା କଟକଣା ଲାଗୁ ସ୍ୱତେ ଗାଙ୍ଗପୁର ଇଲାକର ମୁନିଗାଡି ଓ କେନ୍ଧୁପଦର ଠାରେ ଚାଲି ଥିବା ୨ଟି ଜୁଆ ଆଡା ଉପରେ ଗାଙ୍ଗପୁର ପୋଲିସ ଚଢ଼ାଉ କରି ୧୪ଜଣ ଜୁଆଡିଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଚଢ଼ାଉ କରି ସେମାନଙ୍କ ଠାରୁ ନଗଦ ୧୯୯୯୦ ଟଙ୍କା ଜବତ କରିଥିବା ଜଣାଯାଇଛି ।
ରିପୋର୍ଟ – ନିଲୁ ବିଷୋୟୀ