

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ଜିଲ୍ଲା ଗୁଡାରି ବ୍ଲକ କିନିଡ଼ି ଗ୍ରାମ ନିକଟରେ ଆଜି ସକାଳ ଦିନ ୧୦ଟା ସମୟରେ ଗୁଡାରୀ ବ୍ଳକ ଡେପାଗୁଡା ର ବୁଡାଗୁଡା ରୁ ବାହାରି ପଦ୍ମପୁର ବ୍ଳକ ଧାରାପୁର ଗ୍ରାମକୁ ଆସିବାର ଥିଲା । ହେଲେ ଦୁର୍ଭାଗିୟ ବସଶତଃ ଗାଡି ଭାରସମ୍ୟ ହରରାଇ କିନିଡି ଗ୍ରାମର ଏକ ବୁଲାଣିରେ ଓଲଟିଗୋଲା ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩୦ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ଜାନକୀ ଶବର ଗୁରୁତର ମାନଙ୍କୁ କିଛି ସଂପ୍ରର୍କୀୟ ଏବଂ ଗଗ୍ରାମବାସୀ ମାନଙ୍କ ସାହାଯ୍ୟରେ ନିକଟସ୍ଥ ଗୁଡାରୀ ଏବଂ ପଦ୍ମପର ମେଡିକାଲରେ ଭର୍ତ୍ତି କରାଯାଇଛି । ୩୦ଆହତ ରୁ ୪ ଜଣଙ୍କ ଗୁରୁତର ହେବାରୁ ବ୍ରହ୍ମପୁର ଏବଂ ରାୟଗଡା କୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ଗୁଡାରୀ ପୋଲିସ ଏବଂ ପଦ୍ମପୁର ମେଡିକାଲ ରେ ପଦ୍ମପୁର ପୋଲିସ ପହଞ୍ଚି ଅନୁସନ୍ଧାନ କରୁଛି ।
ରେପୋର୍ଟେ : ତୁଷାର ରଞ୍ଜନ ସାହୁ





