
ଛତ୍ରପୁର (ସମୃଦ୍ଧ ଓଡିଶା) ଗୋପାଳପୁର ପୋର୍ଟର ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ଓ ଅନ୍ୟାନ୍ୟ ଶ୍ରମିକ କର୍ମକର୍ତ୍ତାଙ୍କ ତରଫରୁ ଆଜି କୋଭିଡ-୧୯ ପାଇଁ ପ୍ରଧାନମନ୍ତ୍ରୀ କେର ଫଣ୍ଡକୁ ୫୧,୦୦୦ ଟଙ୍କା ଗଞ୍ଜାମ ଜିଲ୍ଲାପାଳ ଵିଜୟ ଅମୃତ କୁଲାଙ୍ଗଙ୍କ ମଧ୍ୟରେ ପ୍ରଦାନ କରିଛନ୍ତି l ଏହି ସମୟରେ ଜିଲ୍ଲାପାଳଙ୍କ ପାଖରେ ପ୍ରଶାନ୍ତ କୁମାର କର ୟୁନିଅନ ସଭାପତି ତଥା ବିଜେପି ନେତା, ରଙ୍କନିଧି ପଲାଇ ୟୁନିଅନ କର୍ମକର୍ତ୍ତା ଉପସ୍ଥିତ ଥିଲେ l
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା