ଚଡକମରା ଟୁର୍ଣ୍ଣାମେଣ୍ଟ ଉଦଯାପିତ

ପାଲଲହଡା (ସମୃଦ୍ଧଓଡିଶା)ପାଲଲହଡା ଉପଖଣ୍ଡ ବାତିସୁଆଁ ଗ୍ରାମ ପଂଚାୟତ ର ଚଡକ ମରା ଗ୍ରାମ ରେ ସି.ଏମ. ସି କ୍ଲବ ଦ୍ୱାରା 24ଟି ଟିମ କୁ ନେଇ ତିନି ଦିନ ଧରି ଫୂଟବଲ ଖେଳ ଆୟୋଜିତ ହୋଇଥିଲା. ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷା ରୀନା ରାଣୀ ନାଏକ, ସରପଞ୍ଚ ଶୁଭେନ୍ଦୁ ସାହୁ, ପୂର୍ଵତନ ପଞ୍ଚାୟତ ସମିତି ଅଧକ୍ଷ ନବକିଶୋର ନାଏକ ଙ୍କ ଯୋଗ ଦେଇ ଚମ୍ପିୟାନ କଇଁଶୀରିପାଲି , ରନର୍ସପ ବାଲିମ ଟିମ କୁ ପୁରସ୍କାର ରାଶି ସହିତ ଟ୍ରଫି ବିତରଣ କରିଥିଲେ.

ରିପୋର୍ଟ : ରଜତ ମହାପାତ୍ର