

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଚୈତ୍ରମାସ ଶେଷ ମଙ୍ଗଳବାର । ଏହି ଉପଲକ୍ଷେ ଢେଙ୍କାନାଳର ଭାଗିରଥି ସାଗର ସ୍ଥିତ ମା’ ତାରିଣୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଛି । ଏହାସହ ଆଜି ଦିନ ୧୨ଟା ସମୟରେ ପଣା ଭୋଗ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ମନ୍ଦିରରେ ବହୁ ଭକ୍ତଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି ।
ରିପୋର୍ଟ : ଶୁଭମ କୁମାର ପାଣି