

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁରଠାରେ ଗଞ୍ଜାମ ଜିଲ୍ଲାସ୍ତରୀୟ ବୃହତ କୃଷି ପ୍ରଦର୍ଶନୀ ଅନସ୍ଲୋ ମିନି ଷ୍ଟାଡ଼ିୟମଠାରେ ଉଦଘାଟିତ ହୋଇଥିବା କାର୍ଯ୍ୟକ୍ରମରେ ଉଦଘାଟନୀ ବିଭାଗ ଦ୍ୱାରା ବିଭିନ୍ନ ଅଞ୍ଚଳର ଚାଷୀମାନେ ଓ ପୁଷ୍ପପେମୀମାନେ ନିଜ ନିଜର ଫୁଲ ଆଣି ଅତି ସୁନ୍ଦର ଭାବେ ପ୍ରଦର୍ଶନ କରିଛନ୍ତି । ଏହାକୁ ଦେଖିବା ପାଇଁ ବହୁ ଜନସାଧାରଣଙ୍କ ଗହଳି ଭିଡ ଲାଗି ରହିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା





