
ଛତ୍ରପୁର: ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ସହରର ଅପର ବସଷ୍ଟାଣ୍ଡ ନିକଟରେ ଥିବା ଭାରତ ରତ୍ନ ପ୍ରାପ୍ତ ଭାରତର ଭୂତ ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳନ କରାଗଲା । ଏହି ଅବସରରେ ରାଜୀବ ଗାନ୍ଧୀଙ୍କ ପ୍ରତିମୂତ୍ତିର୍ରେ ପୁଷ୍ପ ମାଲ୍ୟାର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ SC ସେଲ୍ ସଂଯୋଜକ ଶ୍ରୀ ଭାଗିରଥୀ ବେହେରା, ପୂର୍ବତନ ସରପଞ୍ଚ ଟି. କ୍ରିଷ୍ଣା ରେଡ୍ଡୀ,ଛାତ୍ର ନେତା ମହେଶ କୁମାର ଗୌଡ଼,ଜିଲ୍ଲା ଛାତ୍ର କଂଗ୍ରେସ ଉପସଭାପତି ରାକେଶ କୁମାର ଆଚାର୍ଯ୍ୟ, କଣମଣା ନାଏବ ସରପଞ୍ଚ ପ୍ରଶାନ୍ତ ବେହେରା, ଆଇନ୍ ଜିବି ବାବୁ ନାହାକ, ଶ୍ରମିକ ନେତା ଈଜୁ ଅମିନ ଖାଁ, ବରିଷ୍ଠ କଂଗ୍ରେସ ନେତା ଗଣପତି ବାରିକ, ଅଶୋକ ପଟ୍ଟନାୟକ, ଜି. ଶ୍ରୀନିବାସ ରାଓ ସମେତ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।
ରିପୋର୍ଟ : ଜିଲ୍ଲାପ୍ରତିନିଧି ନିମାଇଁ ଚରଣ ପଣ୍ଡା
