

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଷ୍ଟାଡିୟମ ପଡିଆଠାରେ ଜିଲ୍ଲା ସ୍ତରୀୟ ଲୋକକଳା ମହୋତ୍ସବ-୨୦୧୮ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର, ଗୋପାଳପୁର ବିଧାୟକ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ ଡ଼. ଚ୍ୟାଉ ପଟ୍ଟନାୟକ, ବିଧାୟକ ସୋରଡା, ବିଧାୟକ ଖଲ୍ଲିକୋଟ, ବିଧାୟକ ଆସ୍କା, ଗଞ୍ଜାମ ଜିଲ୍ଲାପାଳ ଓ ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଅଂଶ ଗ୍ରହଣ କରିଛନ୍ତି । ବହୁ ମାନ୍ୟଗଣ ବ୍ୟକ୍ତି ଓ କଳାକାର ମାନେ ଉପସ୍ଥିତ ଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା


