
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରରେ ନୂତନ ମାର୍କେଟିଂ ଇନିସ୍ପେକ୍ଟର ଭାବେ ସାଗରିକା ରାଉତରାୟ ଯୋଗ ଦେଇଛନ୍ତି । ସେ ପୂର୍ବରୁ କେନ୍ଦ୍ରାପଡା ଜିଲାରେ ମାର୍କେଟିଂ ଇନିସ୍ପେକ୍ଟର ଭାବରେ କାର୍ଯ୍ୟ କରୁଥିଲେ । ଜଳେଶ୍ୱରରେ ଏହା ପୂର୍ବରୁ ମାର୍କେଟିଂ ଇନିସ୍ପେକ୍ଟର ଭାବେ କାର୍ଯ୍ୟକରୁଥିବା ମଧୁସ୍ମିତା ସେନାପତି ବାଲେଶ୍ୱର ବଦଳି ହୋଇଥିବା ଜଣାଯାଇଛି । ମାତ୍ର ତାଙ୍କ ନାମରେ ଏ ଅଂଚଳରେ ବହୁ ଅଭିଯୋଗ ହୋଇଥିବା ଏବଂ ଖାଉଟିମାନେ ଅସନ୍ତୋଷ ଥିବାରୁ ତାଙ୍କୁ ବଦଳି କରାଯାଇଥିବା ଜଣାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା