
ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ବାଲେଶ୍ୱରର ଡ. ପ୍ରଭାତ କୁମାର ପ୍ରଧାନ, ସହ କୋଭିଦ୍ ଟେକ୍ସିଆନ୍ ସାନୁ କୁମାର ସାଶମଲ ଓ ଶୁଭସ୍ମିତା ଜେନା ଉପସ୍ଥିତ ହୋଇ ଜଳେଶ୍ୱର ହାଇସ୍କୁଲଠାରେ ୪୦ଜଣଙ୍କ ସ୍ୱା ପରୀକ୍ଷା ଲାଗି ନମୁନା ଗ୍ରହଣ କରିଛନ୍ତି । ପଶ୍ଚିମବଙ୍ଗରୁ ଆସୁଥିବା ବହୁ ଯୁବକ ଏବଂ ଶ୍ରମିକ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ଏହା ଆୟୋଜନ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା