
ବ୍ରହ୍ମପୁର (ସମୃଦ୍ଧ ଓଡିଶା) : ଜାତୀୟ ଏକତା ଦିବସ ଅବସରରେ ଗୋଷାଣୀନୂଆଗାଁ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବିଦ୍ୟାଳୟର ସଚେତନତା ଅଭିଯାନ କରାଯାଇଥିଲା । ଏଥିରେ ଭାରତୀୟ ସ୍କାଉଟ, ଏନସିସି ଓ ଗାଇଡ୍ ସହ ଘୋଷ ବାଦ୍ୟ କୁ ନେଇ ପ୍ରଧାନ ଶିକ୍ଷକ ନାରାୟଣ ପଣ୍ଡାଙ୍କ ନେତୃତ୍ୱରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ମିଶି ଏହି ସଚେତନତା ଅଭିଯାନକୁ ସଫଳ କରିଥିଲେ ।
ରିପୋର୍ଟ୍ : ସୁମୀତ୍ ପଟ୍ଟନାୟକ