

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳର ଇନ୍ଦିପୁର ଗ୍ରାମ ପଂଚାୟତ ବସଷ୍ଟାଣ୍ଡ ଠ।ରେ ପ୍ରଥମ ଥର ପାଇଁ ଜିଆଇଏମଓ କ୍ଲବ ତରଫରୁ ଦହି ପଣା ବଣ୍ଟନ କରାଯାଇଛି । ଗ୍ରାମର ସରପଞ୍ଚ ଶ୍ରୀଯୁକ୍ତ ରାଜ କିଶୋର ରାଉତଙ୍କ ଦ୍ୱାରା ଏହି ଶୁଭ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହି ଅବସରରେ ସମିତି ସଭ୍ୟ ଭଗବାନ ସାହୁ, ଇନ୍ଦିପୁର ହାଇସ୍କୁଲର ପୂର୍ବତନ ଶିକ୍ଷକ ବିବେକାନନ୍ଦ ସାହୂ ଏବଂ ଜିଆଇଏମଓ କ୍ଲବର ସମସ୍ତ ସଭ୍ୟ ଯୋଗଦାନ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି
