

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ସାନ ରାମଚନ୍ଦ୍ରପୂର ପଞ୍ଚାୟତ ଡିଆଡେଇଁ ଗ୍ରାମରେ ସାଇବାବା କ୍ଲବ ତରଫରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏଥିରେ ରମ୍ଭା ଦଳ ୟୁନର ଓ ଘରେଇ ଦଳ ଡିଆଡେଇଁ ରଣ୍ଣର ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ପ୍ରଶାନ୍ତ କୁମାର କର, ସାକିଲୋଡା ପାତ୍ର, କ୍ଲବର ରିଙ୍କୁ ନାୟକ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
