ଢେଙ୍କାନାଳରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ବିଧାୟକ ସରୋଜ ସାମଲ


ଢେଙ୍କାନାଳ(ଶୁଭମ ପାଣି) ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଭାପୁର ଗ୍ରାମ ପଞ୍ଚାୟତରେ ଆମ ଗାଁ ଆମ ବିକାଶର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ସରୋଜ କୁମାର ସାମଲ, ବ୍ଲକ ଅଧକ୍ଷା ପଦ୍ମିନୀ ନାଏକ ସଦର ବ୍ଲକ ବିଡ଼ିଓ ସରୋଜ କୁମାର ଦତ୍ତ, ସମିତି ସଭ୍ୟ ଗୋବିନ୍ଦ ଦେହୁରୀ,ସଦର ବ୍ଲକ ଯୁବ ବିଜେଡି ସଭାପତି ଲଗନ ନାଏକ,ପୂର୍ବତନ ସରପଞ୍ଚ ଚକ୍ରଧର ପଣ୍ଡା, ଛାତ୍ର ନେତା ସଞ୍ଜୟ କୁମାର ପଣ୍ଡା(ସିକୁ),ସୁବିଷ ଖଟୁଆ,ଉତ୍ତମ ପଣ୍ଡା,ବଳରାମ ଗୋଡେଇ,ସୌଭାଗ୍ୟ ପଣ୍ଡା,ଆକାଶ ପଣ୍ଡା, ଜୀବନ ପଣ୍ଡା, ସତ୍ୟଜିତ ଖଟୁଆ,ଶୁଭେନ୍ଦୁ ପଣ୍ଡା,ପପି ଭୋଳ, ଦିଲ୍ଲୀପ ପଣ୍ଡା ଉପସ୍ଥିତ ଥିଲେ ।