

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ବଳରାମ ମନ୍ଦିର ଠାରୁ ‘ଜବାବ ମାଗୁଛି ଓଡିଶା’ର ନିର୍ବାଚନ ମଣ୍ଡଳୀର ଶୁଭ ଉଦଘାଟନ ହୋଇଯାଇଛି . ଏହାକୁ ଉଦଘାଟିତ କରିଥିଲେ ପୂର୍ବତନ ବିଧାୟକ ତଥା ରାଜ୍ୟ ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି କୃଷ୍ଣ ଚନ୍ଦ୍ର ପାତ୍ର, ବିଜେପି ଜିଲ୍ଲା ଉପସଭାପତି ରମେଶ ଚନ୍ଦ୍ର ସାମଲ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ପପୁ ଚରଣ ସାହୁ, ନଗର ସଭାପତି ନିରଞ୍ଜନ ସାହୁ, ବ୍ରହ୍ମାନନ୍ଦ ସାହୁ, ନିରଞ୍ଜନ ଦାସ ପ୍ରମୁଖ ବିଜେପି କର୍ମୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ .
ରିପୋର୍ଟ : ଶୁଭମ କୁମାର ପାଣି