

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳରେ ପାଇକ ସମାଜର ଏକ ବିରାଟ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରା ବାଜି ଛକରୁ ବାହାରି ମିନିଷ୍ଟାଡିୟମ ପର୍ଯ୍ୟନ୍ତ ଏକ ବିରାଟ ପଦଯାତ୍ରାରେ ବହୁତ ସଂଖ୍ୟାରେ ପାଇକ ସମାବେଶର ବିଭିନ୍ନ ଖେଳ କରି ବଜାର ସାରା ପରିକ୍ରମା କରିଥିଲେ । ଏହି ସମାବେଶରେ ଢେଙ୍କାନାଳର ବହୁତ ସ୍ଥାନରୁ ପାଇକମାନେ ଆସି ଏଥିରେ ଯୋଗ ଦେଇଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି


