
ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳରେ ପ୍ରସିଦ୍ଧ ଲକ୍ଷ୍ମୀ ପୂଜା ପାଇଁ ବିଭିନ୍ନ ବଜାର ମାନଙ୍କରେ ଗେଟ ପ୍ରସ୍ତୁତ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏଥି ନିମନ୍ତେ ଏହି ବର୍ଷ ପ୍ରଥମ ଥର ପାଇଁ ଲକ୍ଷ୍ମୀ ବଜାରରେ କାଳୀ ଗେଟ ପ୍ରସ୍ତୁତ କରାଯାଉଛି । ଏଥିନିମନ୍ତେ କଲିକତାରୁ କାରିଗରମାନେ ଆସି ଗେଟ ପ୍ରସ୍ତୁତ କରୁଥିବା ସୂଚନା ମିଳିଛି । ଏହାସହ ବିଭିନ୍ନ ବଜାରରେ ବିଭିନ୍ନ ପ୍ରକାରର ଗେଟ ପ୍ରସ୍ତୁତ କାର୍ଯ୍ୟ ଜୋର ସୋରରେ ଚାଲିଥିଲା ଦେଖିବାକୁ ମିଳିଛି ।
ରିପୋର୍ଟ : ଶୁଭମ କୁମାର ପାଣି